
Oplus_131072
ଧର୍ମଗଡ( ସତ୍ୟଯୁଗ ମିଡିଆ) ଧର୍ମଗତ ବିଜେପି ପକ୍ଷରୁ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀଙ୍କ ନେତୃତ୍ୱରେ ପରାକ୍ରମ ଶୋଭା ଯାତ୍ରା ହୋଇଛି! କାଶୀବାଲ ଠାରୁ ଶୋଭାଯାତ୍ରା ରେ ବାହାରି ଧର୍ମଗଡ ସହର ପରିକ୍ରମା କରିଥିଲେ ସ୍ଥାନୀୟ ତିନିଛକ ଠାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ଯୁଗଳକିଶୋର ପୋଡ଼, ପୃବର୍ତନ ଜିଲ୍ଲା ସଭାପତି ଧନଞ୍ଜୟପ୍ରାତ୍ର, ହରେକୃଷ୍ଣପଣ୍ଡା, ନଗରପାଳ ଅଶୋକମହାନ୍ତି, ଚତୁର୍ଭୁଜତାଣ୍ଡି, ନଗରସଭାପତି ସୋରଭ ମିତଲ, ଶିଶୁଦେବମୁଣ୍ଡ, ବିଧାୟକ ପ୍ରତିନିଧି ହିମାଂଶୁଶେଖର ପଣ୍ଡା, ମନୋଜପଟଯୋଶୀ, ହେମନ୍ତମାଝୀ, ଘନଶ୍ୟାମ ଅଗ୍ରୱାଲ, ଛିଲିପା ସରପଞ୍ଚ ଵିଭୁପ୍ରଧାନୀ, ବାଜିପ୍ରଧାନ ଅପରେସସ୍ୱାଇଁ,ବ୍ରଜେଶପଣ୍ଡା, ଉମାଶଙ୍କରବାଗ, ମହିଳା ମୋର୍ଚ୍ଚାର ମମତା କଶ୍ୟପ ମେହେର,ସିତୁନମେହେର, ପ୍ରମୁଖ ସାମିଲ ହୋଇଥିଲେ । ଧର୍ମଗଡ ବ୍ଲକର ଗଡିଆଯୋର, ପର୍ଲା, ବଡ଼ଘୁମର, ମାଲପଡା, ବୋଡେ଼ନ, ବିରାମାଲ, ନଦଗାଁ, ହଳଦୀ, ବଡ଼ବସୁଲ, ପ୍ରମୁଖ ଗ୍ରାମକୁ ଯାଇ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା
ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ