
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ କୋସ୍କା ପଞ୍ଚାୟତର ରତାଖଣ୍ଡି ଗ୍ରାମସ୍ଥିତ ବୃଦ୍ଧାଶ୍ରମ ପରିସରରେ ଅନ୍ତେବାସୀଙ୍କ ଗହଣରେ କେକ କାଟି ସମସ୍ତଙ୍କୁ ଫଳ ଓ ବିସ୍କୁଟ ବାଣ୍ଟି ଜନ୍ମଦିନ ପାଳନ କରିଛନ୍ତି ୮ ବର୍ଷର ବାଳକ ଆଶୁତୋଷ ବିଶ୍ବାଳ। ଆଶୁତୋଷର ଘର ବେଣାଗାଡିଆ ଗ୍ରାମରେ ହୋଇଥିବା ବେଳେ ସେ ପିତାମାତାଙ୍କ ସହ ସୋମବାର ବୃଦ୍ଧାଶ୍ରମରେ ପହଞ୍ଚି ଏକ ନିଆରା ଢଙ୍ଗରେ ତାର ଜନ୍ମଦିନ ପାଳନ କରିଥିବା ଜଣାପଡିଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ବୃଦ୍ଧାଶ୍ରମରେ ଜନ୍ମଦିନ ପାଳିଲେ ୮ ବର୍ଷର ବାଳକ ଆଶୁତୋଷ”
Comments are closed.