
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେ ଥିବା ୨୮ ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରସନ ସଂଘ (ଜି ପିଏଲ ଫ) ସଭାନେତ୍ରୀ ଓ ସମ୍ପାଦିକାପ୍ରମୁଖ ଆସି ତାଙ୍କ ବିଭିନ୍ନ ସମସ୍ୟା କୁ ନେଇ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟାକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଙ୍କୁ ଆଜି ତାଙ୍କ ବ୍ଲକ କାର୍ଯ୍ୟାଳୟ ରେ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି!ଶ୍ରୀ ମହାନନ୍ଦ ଦାବୀ ପତ୍ର ଗ୍ରହଣ କରି ତାଙ୍କ ତରଫରୁ ଯେତେ ସମ୍ଭବ ହେବ ସେତିକି ସମସ୍ୟା ର ସମାଧାନ କରିବି ବୋଲି ପ୍ରତିଶୃତି ଦେଇଛନ୍ତି!
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ