ଜଳ ବଦଳିଲା ଜହରରେ, ନଳକୂପ ହେଲା ମୃତ୍ୟୁ କୂପ: ପଣ୍ଡିଗାଁ ମାଝିପଡାରେ ୯ ମୃତ, ୩ ଚିକିତ୍ସାଧୀନ, ଚେତନା ବିହୀନ ପ୍ରଶାସନ

କଲମପୁର, ୧୭ ଏପ୍ରିଲ – କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ମାଝିପଡା ଗ୍ରାମରେ ଜଳ ଏବେ ଜୀବନ ନୁହେଁ, ମୃତ୍ୟୁ...